<?xml version="1.0" encoding="UTF-8"?>
<t>
 <e g="cert" i="label">ପ୍ରମାଣପତ୍ର (_C):</e>
 <e g="label7" i="label">ଡିଜିଟାଲ ହସ୍ତାକ୍ଷରରେ ବ୍ୟବହାର କରିବା ପାଇଁ ନେଟୱର୍କ ସୁରକ୍ଷା ସର୍ଭିସ ପ୍ରମାଣପତ୍ର ଡିରେକ୍ଟୋରୀକୁ ବାଛନ୍ତୁ।</e>
 <e g="label8" i="label">ପ୍ରମାଣପତ୍ର ପଥ</e>
 <e g="macro" i="label">ମାକ୍ରୋ ସୁରକ୍ଷା (_y)...</e>
 <e g="label5" i="label">ମାକ୍ରୋକୁ ଚଳାଇବା ପାଇଁ ଏବଂ ବିଶେଷ ବିଶ୍ବାସଥିବା ମାକ୍ରୋ ବିକାଶକଗୁଡିକ ପାଇଁ ସୁରକ୍ଷାକୁ ବ୍ଯବସ୍ଥା କର</e>
 <e g="connections" i="label">ଚିତ୍ରସଂକେତଗୁଡ଼ିକୁ ସଂଯୋଗ କରନ୍ତୁ (_i)...</e>
 <e g="masterpassword" i="label">ମୂଖ୍ୟ ପ୍ରବେଶ ସଂକେତ (_M)...</e>
 <e g="nopasswordsave" i="label">ଫଳନକୁ ନିଷ୍କ୍ରିୟ କରିବା ଦ୍ୱାରା ଏହା ଅପସାରିତ ପ୍ରବେଶ ସଂକେତଗୁଡ଼ିକୁ ସଂଗ୍ରହ କରିଥାଏ ଏବଂ ମୂଖ୍ୟ ପ୍ରବେଶ ସଂକେତକୁ ପୁନଃସ୍ଥାପନ କରିଥାଏ।

ଆପଣ ପ୍ରବେଶ ସଂକେତ ତାଲିକାକୁ ଅପସାରଣ କରି ମୂଖ୍ୟ ପ୍ରବେଶ ସଂକେତକୁ ପୁନଃ ସ୍ଥାପନ କରିବାକୁ ଚାହୁଁଛନ୍ତି କି?</e>
 <e g="label2" i="label">ୱେବ ସଂଯୋଗ ପାଇଁ ପ୍ରବେଶ ସଂକେତ</e>
 <e g="usemasterpassword" i="label">ମୂଖ୍ୟ ପ୍ରବେଶ ସଂକେତ ଦ୍ୱାରା ସୁରକ୍ଷିତ (ପରାମର୍ଶିତ) (_b)</e>
 <e g="savepassword" i="label">ୱେବ ସଂଯୋଗ ପାଇଁ ନିଶ୍ଚିତ ଭାବରେ ପ୍ରବେଶ ସଂକେତ ସଂରକ୍ଷଣ କରନ୍ତୁ (_s)</e>
 <e g="label3" i="label">ମାକ୍ରୋ ସୁରକ୍ଷା </e>
 <e g="label1" i="label">ସୁରକ୍ଷା ବିକଳ୍ପ ଏବଂ ଚେତାବନୀ</e>
 <e g="options" i="label">ବିକଳ୍ପଗୁଡିକ (_p)...</e>
 <e g="masterpasswordtext" i="label">ପ୍ରବେଶ ସଂକେତଗୁଡ଼ିକ ମୂଖ୍ୟ ପ୍ରବେଶ ସଂକେତ ଦ୍ୱାରା ସୁରକ୍ଷିତ। ଆପଣଙ୍କୁ ଏହା ପ୍ରତି ଅଧିବେଶନରେ ଥରେ ପଚରାଯିବ, ଯଦି %PRODUCTNAME ସୁରକ୍ଷିତ ପ୍ରବେଶ ସଂକେତ ତାଲିକାରୁ ପ୍ରବେଶ ସଂକେତ କାଢ଼ିଥାଏ।</e>
 <e g="label4" i="label">ସୁରକ୍ଷା ସମ୍ପର୍କିୟ ବିକଳ୍ପଗୁଡ଼ିକୁ ସଜାଡନ୍ତୁ ଏବଂ ଦଲିଲରେ ଲୁକ୍କାଇତ ସୂଚନା ପାଇଁ ଚେତାବନୀ ବ୍ୟାଖ୍ୟା କରନ୍ତୁ।</e>
</t>